Meaning : ବର୍ମା,ମଧ୍ୟପ୍ରଦେଶ ତଥା ମାଦ୍ରାସରେ ହେଉଥିବା ଗୋଟିଏ ବୃକ୍ଷ
Example :
ବକ୍କମର କାଠ,ଛେଲି ଓ ଫଳରେ ଲାଲ ରଙ୍ଗ ବାହାରିଥାଏ
Synonyms : ବକ୍କମ
Translation in other languages :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeMeaning : ଗୋଟିଏ ପ୍ରକାରର କୀଟ
Example :
ସେଠାରେ ପତଙ୍ଗମାନଙ୍କର ଦଳ ବସିଛି
Translation in other languages :
Meaning : ପକ୍ଷୀଥିବା ଏକ ପ୍ରକାରର ପୋକ
Example :
କେତେ ପତଙ୍ଗ ଯେ ଦୀପ ନିଆଁରେ ପୋଡ଼ିଗଲେ ତାହାର ହିସାବ ନାହିଁ
Translation in other languages :
Typically crepuscular or nocturnal insect having a stout body and feathery or hairlike antennae.
moth