Subscribe
URL of the page has been copied to clipboard.
Meaning : ଯାହା ପଢ଼ା ଯାଇଅଛି
Example : ସେମାନେ ପଠିତ କାବ୍ୟର ସମୀକ୍ଷା କରୁଛନ୍ତି
Synonyms : ଅଧିତ
Translation in other languages :हिन्दी
जो अच्छी तरह से पढ़ा जा चुका हो।
Meaning : ପଢାଲେଖା ହୁଆ
Example : ମୋ ଦ୍ୱାରା ଅଧ୍ୟାପିତ ଛାତ୍ର ଦେଶ ବିଦେଶରେ କାର୍ଯ୍ୟରତ
Synonyms : ଅଧ୍ୟାପିତ
पढ़ाया लिखाया हुआ।
Meaning : ଯାହା ପଢ଼ାହୋଇଛି ବା ଯାହା ପଢ଼ାସରିଛି
Example : ଏହି ପଠିତ ପଦ୍ୟାଶଂ ଦୀନକରଙ୍କ କବିତା କୁରୁକ୍ଷେତ୍ରରୁ ନିଆଯାଇଛି
जो पढ़ा हुआ हो या जिसे पढ़ चुके हों।
Install App