Meaning : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା
Example :
ରାମ ବେଦ ପଠନ କରୁଛି
Translation in other languages :
The cognitive process of understanding a written linguistic message.
His main reading was detective stories.Meaning : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
Example :
ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
Synonyms : ଅଧ୍ୟୟନ, ଜ୍ଞାନାର୍ଜନ, ପଢ଼ିବା
Translation in other languages :
Meaning : ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଷଡକର୍ମ ମଧ୍ୟରୁ ଗୋଟିଏ
Example :
ପଣ୍ଡିତ ମହାଶୟ ନିୟମପୂର୍ବକ ପ୍ରତିଦିନ ଅଧ୍ୟୟନ କରନ୍ତି
Translation in other languages :