Meaning : କୌଣସି ସ୍ଥାବର ସମ୍ପତ୍ତି ବା ଭୂମିର ଉପଭୋଗପାଇଁ ତାହାର ମାଲିକଙ୍କ ଠାରୁ ଉପଭୋକ୍ତା ବା ଠିକାଦାରଙ୍କୁ ମିଳିଥିବା ପତ୍ର
Example :
ଗାଁ ପ୍ରଧାନ ଗାଁର ସବୁ ପୋଖରୀର ପଟ୍ଟା ନିଜ ସଂପର୍କୀୟମାନଙ୍କୁ ଦେଇଛନ୍ତି
Translation in other languages :
The right to hold property. Part of an ancient hierarchical system of holding lands.
land tenure, tenure