Meaning : ଜଳଦ୍ୱାରା ବୋହିକରି ଆସିଥିବା ମାଟି
Example :
ପଟୁମାଟି ଅତ୍ୟନ୍ତ ଉତ୍ପାଦନକ୍ଷମ
Translation in other languages :
A fine-grained fertile soil deposited by water flowing over flood plains or in river beds.
alluvial soilMeaning : ନଦୀଦ୍ୱାରା ବୋହିଆସିଥିବା ବାଲିମିଶ୍ରିତ ଯେଉଁ ମାଟି ବର୍ଷାପରେ ନଦୀପାଣି ସ୍ତର କମିଗଲେ ତଟରେ ବସିଯାଏ
Example :
ଶ୍ରମିକମାନେ ଟ୍ରକରେ ପଟୁମାଟି ଲଦୁଛନ୍ତି
Synonyms : ଦୋରସାମାଟି
Translation in other languages :