Meaning : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
Example :
ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
Translation in other languages :
Have smooth relations.
My boss and I get along very well.Meaning : ଅନୁକୂଳ ହେବା
Example :
ବାଃ ! ସେ ଝିଅ ଫସିଗଲା
Synonyms : ଫସିଲା
Translation in other languages :
Have smooth relations.
My boss and I get along very well.