Meaning : ବିଲ ବଗିଚା ଆଦିରେ ଅଳ୍ପଅଳ୍ପ ଦୂରରେ ହିଡ଼ ଦିଆଯାଇ ତିଆରି କରାଯାଉଥିବା ବିଭାଗ ଯେଉଁଥିରେ ଗଛ ଲଗାଯାଏ
Example :
କୃଷକ ଅସମତଳ ବିଲରେ ପଟାଳୀ ତିଆରି କରୁଛି
Translation in other languages :
A small area of ground covered by specific vegetation.
A bean plot.