Subscribe
URL of the page has been copied to clipboard.
Meaning : ଚାରିରୁ ଆଠ ଫୁଟ ଉଚ୍ଚତା ଏବଂ ଧଳା ଫୁଲ ଫୁଟୁଥିବା ଏକ ପ୍ରକାରର ଔଷଧୀୟ ବୁଦା
Example : ପଞ୍ଚମୁଖୀର ଫଳ ୧୪ ଇଞ୍ଚ ଲମ୍ବା ଏବଂ ବାଳୁଆ ହୋଇଥାଏ ଓ ପ୍ରତ୍ୟେକ ଫଳରେ ଚାରୋଟି ମଞ୍ଜି ଥାଏ
Synonyms : ପଂଚମୁଖୀ
Translation in other languages :हिन्दी
एक प्रकार की औषधीय झाड़ी जो चार से आठ फुट ऊँची होती है और जिसमें सफेद फूल लगते हैं।
Meaning : ପାଞ୍ଚ ମୁହଁ ଥିବା
Example : ଏହି ଶିବ ମନ୍ଦିରରେ ପଞ୍ଚମୁଖୀ ଶିବଙ୍କ ମୂର୍ତ୍ତି ରହିଛି
Synonyms : ପଞ୍ଚମୁଖ
पाँच मुखों वाला।
Install App