Meaning : ଯେଉଁ ବ୍ୟକ୍ତିଙ୍କର ଦୁଇଟିଯାକ ଗୋଡ ଛୋଟା ବା ବେକାର ହୋଇଯାଇଛି
Example :
ସରକାର ପଙ୍ଗୁମାନଙ୍କ ନିମନ୍ତେ ଚକଲଗା ଚଉକି ବାଣ୍ଟିଲେ
Synonyms : ପଂଗୁ
Translation in other languages :
Meaning : ଯେଉଁ ବ୍ୟକ୍ତିର ଗୋଟିଏ ଗୋଡ଼ ବେକାର ହୋଇଯାଇଛି ବା ଭାଙ୍ଗିଯାଇଛି
Example :
ଛୋଟାଟି ବାଡ଼ିକୁ ଆଶ୍ରାକରି ଚାଲୁଥିଲା
Translation in other languages :
Someone who is unable to walk normally because of an injury or disability to the legs or back.
crippleMeaning : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି
Example :
ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ
Synonyms : ଅକର୍ମଣ୍ୟ
Translation in other languages :
वह जिसके हाथ या पैर में विकृति हो।
सरकस में लुंजों का कारनामा देखकर दर्शक हैरान थे।Meaning : ଯେଉଁ ସାଧୁ ଭିକ୍ଷାବୃତ୍ତି,ମଳମୂତ୍ରୋତ୍ସର୍ଗ ବା ଅନ୍ୟ କାମପାଇଁ ଦିନତମାମ ଏକ ଯୋଜନରୁ ଅଧିକ ଦୂର ଯାଆନ୍ତି ନାହିଁ
Example :
ଜଣେ ପଙ୍ଗୁ ଓସ୍ତ ଗଛ ମୂଳରେ ବିଶ୍ରାମ କରୁଛନ୍ତି
Translation in other languages :
Meaning : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ
Example :
ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ
Synonyms : ଅକର୍ମଣ୍ୟ, ଶାରିରୀକ ଅକ୍ଷମ
Translation in other languages :
जिसके हाथ या पैर में विकृति हो।
इस प्रयोगिता में केवल लुंज व्यक्ति ही भाग ले सकता है।Meaning : ଯାହାର କୌଣସି ଅଙ୍ଗ ନାହିଁ
Example :
ରେଳରେ ଗୋଟିଏ ଗୋଡ଼ କଟିଯିବାରୁ ଶ୍ୟାମ ପଙ୍ଗୁ ହେଇଗଲା
Synonyms : ଅଙ୍ଗହୀନ
Meaning : ଯାହାର ଗୋଟିଏ ପାଦ ଅକାମୀ ହୋଇଯାଇଛି ବା ଭାଙ୍ଗିଯାଇଛି
Example :
ଲେଙ୍ଗଡ଼ା ବ୍ୟକ୍ତିଟି ଆଶାବାଡ଼ି ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛି
Synonyms : ଲେଙ୍ଗଡ଼ା
Translation in other languages :