Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ପକ୍ଷୀ from ଓଡ଼ିଆ dictionary with examples, synonyms and antonyms.

ପକ୍ଷୀ   ବିଶେଷ୍ୟ

Meaning : ପକ୍ଷ ଓ ଚଞ୍ଚୁ ଥିବା ଦୁଇପଦ ବିଶିଷ୍ଟ ପକ୍ଷୀ ଯାହାର ଉତ୍ପତ୍ତି ଅଣ୍ଡାରୁ ହୋଇଥାଏ ଓ ଯିଏ ଗରମରକ୍ତ ବିଶିଷ୍ଟ

Example : ହ୍ରଦ କୂଳରେ ରଙ୍ଗ ବେରଙ୍ଗର ପକ୍ଷୀ ବସିଛନ୍ତି

Synonyms : ଆକାଶଚାରୀ, ଖଗ, ଚଢ଼େଇ, ନଭଚର, ବିହଗ, ବିହଙ୍ଗ, ବିହଙ୍ଗମ


Translation in other languages :

Warm-blooded egg-laying vertebrates characterized by feathers and forelimbs modified as wings.

bird

ପକ୍ଷୀ   ବିଶେଷଣ

Meaning : ପକ୍ଷୀ ସମ୍ବନ୍ଧୀୟ ବା ପକ୍ଷୀର

Example : ସେ ପକ୍ଷୀ ସମ୍ବନ୍ଧୀୟ ଅଧ୍ୟୟନରେ ରୁଚି ରଖିଛି


Translation in other languages :

पक्षी संबंधी या पक्षी का।

वह पक्षीय अध्ययन में रुचि लेता है।
खगीय, पक्षी संबंधी, पक्षीय, विहंगी, विहंगीय, शाकुन

Pertaining to or characteristic of birds.

avian