Meaning : କୌଣସି ଗୋଟିଏ ପକ୍ଷକୁ ଆଖିବୁଜି ସମର୍ଥନ ନ କରିବାର ଅବସ୍ଥା
Example :
ସାକ୍ଷାତ୍କାର ନେଉଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷତା ଆଶା କରାଯାଏ
Synonyms : ନିରପେକ୍ଷତା, ପକ୍ଷପାତହୀନତା
Translation in other languages :
निरपेक्ष होने की अवस्था या भाव।
साक्षात्कार लेने वालों से निरपेक्षता की अपेक्षा की जाती है।Meaning : ନିରକ୍ଷେପ ହେବାର ଅବସ୍ଥା ବା ଭାବ
Example :
ପ୍ରତ୍ୟେକ କାମରେ ଆମକୁ ନିରପେକ୍ଷତା ବଜାୟ ରଖିବା ଦରକାର
Synonyms : ନଷ୍ପକ୍ଷତା, ନିରପେକ୍ଷତା
Translation in other languages :