Meaning : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
Example :
ଅଳିଆ ଗଦାରେ ଅଳିଆ ପକାଯାଏ
Synonyms : ଫୋପାଡ଼ିବା
Translation in other languages :
Meaning : ପ୍ରତିଯୋଗିତାରେ ପିଛାଡିବା
Example :
ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା
Synonyms : ଦବେଇବା, ପିଛାଡ଼ିବା, ଭାରି ପଡ଼ିବା
Translation in other languages :