Meaning : ଯେ ଅନ୍ୟାୟ କରେ
Example :
କଂସ ଜଣେ ଅନ୍ୟାୟୀ ରାଜା ଥିଲେ
Synonyms : ଅନ୍ୟାୟ କର୍ତ୍ତା, ଅନ୍ୟାୟୀ
Translation in other languages :
Marked by unjust severity or arbitrary behavior.
The oppressive government.Meaning : ଯେଉଁଥିରେ ନ୍ୟାୟ ନାହିଁ ବା ଯାହା ନ୍ୟାୟ ରହିତ
Example :
ଦାରୋଗା ଅନ୍ୟାୟପୂର୍ଣ୍ଣ ମୀମାଂସା କଲେ
Synonyms : ଅନ୍ୟାୟପୂର୍ଣ୍ଣ
Translation in other languages :
Lacking justification or authorization.
Desire for undue private profit.