Meaning : କାହାରିଠୁ କିଛି ନେବାର କ୍ରିୟା
Example :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
Synonyms : ଗ୍ରହଣ
Translation in other languages :
Meaning : କାହାଠାରୁ କୌଣସି ବସ୍ତୁ ଜବରଦସ୍ତ ନେବା
Example :
ଡକାୟତମାନେ ଯାତ୍ରୀମାନଙ୍କର ସବୁ ଜିନିଷ ଛଡ଼ାଇ ନେଲେ
Synonyms : ଅପହରଣ କରିନେବା, ଲୁଟି ନେବା
Translation in other languages :
Meaning : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
Example :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
Synonyms : ଧରିବା
Translation in other languages :
Travel or go by means of a certain kind of transportation, or a certain route.
He takes the bus to work.Meaning : ଉଦାହରଣ ରୂପରେ ନେବା
Example :
ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
Synonyms : ଦେଖିବା
Translation in other languages :
Meaning : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
Example :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
Synonyms : ଗ୍ରହଣ କରିବା, ପାଇବା, ପ୍ରାପ୍ତ କରିବା
Translation in other languages :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।Meaning : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା
Example :
ମହାଜନ ହଜାରେ ଟଙ୍କା ସୁଧ କଷିଲା
Synonyms : କଷିବା, ବାହାରକରିବା
Translation in other languages :
Meaning : ବାଛିକି ନେବା
Example :
ମାଆଙ୍କ ଚାରୋଟି ଶାଢ଼ୀରୁ ଶୀଲା ଗୋଟିଏ ନେଲା
Translation in other languages :
Meaning : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
Example :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
Synonyms : ଗ୍ରହଣ କରିବା, ଧାରଣ କରିବା, ଯାପନ କରିବା
Translation in other languages :
Meaning : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
Example :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
Synonyms : ଗ୍ରହଣ କରିବା, ସ୍ୱୀକାର କରିବା
Translation in other languages :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।