Meaning : ନେପାଳର ବାସିନ୍ଦା
Example :
ସେ ଜଣେ ନେପାଳୀକୁ ନିଜ ଘରର ଜଗାରଖା କରିବାପାଇଁ ରଖିଛି
Synonyms : ନେପାଳବାସୀ
Translation in other languages :
Meaning : ନେପାଳର ଭାଷା
Example :
ସେ ନେପାଳୀ ଭାଷାରେ ଏକ ପୁସ୍ତକ ଲେଖିଛନ୍ତି
Synonyms : ନେପାଳୀ ଭାଷା
Translation in other languages :
नेपाल देश की भाषा।
वन्या ने नेपाली में पुस्तक लिखी है।The official state language of Nepal.
nepaliMeaning : ନେପାଳରେ ରହୁଥିବା ବ୍ୟକ୍ତି
Example :
ତାହାର ଜଣେ ନେପାଳୀ ଝିଅ ସହିତ ବାହାଘର ହୋଇଛି
Meaning : ନେପାଳୀ ଭାଷାର ବା ନେପାଳୀ ଭାଷା ସହିତ ସମ୍ବନ୍ଧିତ
Example :
ତା ନେପାଳୀ ନାଟକର ଗୋଟିଏ ନକଲ ମୋ ପାଖରେ ମଧ୍ୟ ଅଛି
Meaning : ନେପାଳ ଦେଶ ସହ ସମ୍ବନ୍ଧିତ
Example :
ରମେଶ ନେପାଳୀ ଟୋପି ପିନ୍ଧିଛି
Translation in other languages :