Meaning : ସୂତାରେ ବୁଣାଯାଇଥିବା ଯେଉଁ ଖେଳ ଉପକରଣର ଦୁଇ ପାଖରେ ଟେନିସ୍ ଆଦି ଖେଳରେ ଖେଳାଳିମାନେ ଠିଆ ହୋଇ ଖେଳନ୍ତି
Example :
ଟେନିସ୍ ଖେଳିବାପାଇଁ ପିଲାମାନେ ଟେନିସ୍ କୋର୍ଟରେ ଜାଲ ବାନ୍ଧୁଥିଲେ
Synonyms : ଜାଲ
Translation in other languages :
Game equipment consisting of a strip of netting dividing the playing area in tennis or badminton.
net