Meaning : ଯେଉଁଥିରେ ତେଲ, ଘିଅ ଆଦି ଚିକଣିଆ ପଦାର୍ଥ ମିଶିନାହିଁ ବା ପଡ଼ିନାହିଁ
Example :
କୃଷକଟି ଖୁସିରେ ନୁଖୁରା ରୁଟି ଓ ଚଟଣି ଖାଉଛି
Synonyms : ରୁଖା
Translation in other languages :
Meaning : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
Example :
ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
Synonyms : ଆଦରବିହୀନ, ପ୍ରେମଶୂନ୍ୟ, ଶୁଖିଲା, ସ୍ନେହ ରହିତ
Translation in other languages :