Subscribe
URL of the page has been copied to clipboard.
Meaning : ପବନରେ ମିଳୁଥିବା ବାଷ୍ପର ଅତ୍ୟନ୍ତ ସୂକ୍ଷ୍ମ ଅଣୁ ଯାହା ଥଣ୍ଡା ହୋଇଯିବା କାରଣରୁ ପୃଥିବୀ ଉପରେ ଧଳା ସ୍ତର ରୂପରେ ଜମି ଯାଏ
Example : ଅତ୍ୟଧିକ ଶିଶିରପାତ କାରଣରୁ ଆଳୁ ଫସଲ ନଷ୍ଟଭ୍ରଷ୍ଟ ହୋଇଗଲା
Synonyms : କାକର, ତୁଷାର, ତୁହିନ, ଶିଶିର, ହିମ
Translation in other languages :हिन्दी English
हवा में मिले हुए भाप के अत्यंत सूक्ष्म अणु जो ठंडक के कारण पृथ्वी पर सफ़ेद तह के रूप में जम जाते हैं।
Ice crystals forming a white deposit (especially on objects outside).
Install App