Subscribe
URL of the page has been copied to clipboard.
Meaning : ଦୁର୍ଜନ ହେବାର ଅବସ୍ଥା ବା ଭାବ
Example : ଶଠତାଠାରୁ ଦୂରରେ ରୁହ
Synonyms : ଅଧମତା, ଅସାଧୁ, ଅସାଧୁତା, ଦୁର୍ଜ୍ଜନତା, ଦୁଷ୍ଟ, ଶଠତା
Translation in other languages :हिन्दी English
दुर्जन होने की अवस्था या भाव।
The quality of being morally wrong in principle or practice.
Meaning : ନିକୃଷ୍ଟ ହେବା ଅବସ୍ଥା ବା ଭାବ
Example : ଆପଣଙ୍କର ଖରାପ କାମ ଆପଣଙ୍କ ନିକୃଷ୍ଟତାକୁ ଦର୍ଶାଉଛି
Synonyms : ଖଳତା, ନିକୃଷ୍ଟତା, ଶସ୍ତାପଣ
निकृष्ट होने की अवस्था या भाव।
The quality of being cheaply imitative of something better.
Meaning : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
Example : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
Synonyms : ଅଧମତା, ଅପକୃଷ୍ଟତା, ଛୋଟପଣ, ଛୋଟଲୋକୀ, ନୀଚପଣ
अधम या नीच होने की अवस्था या भाव।
Install App