Meaning : ଦରମା ବା ମଜୁରି ଭିତ୍ତିରେ କାହାକୁ ନିଜ କାର୍ଯ୍ୟାଳୟ ବା କାରଖାନାରେ କାମ ଦେବାବାଲା ବ୍ୟକ୍ତି
Example :
ମାଲିକ କର୍ମଚାରୀମାନଙ୍କ ଦାବି ପୂରଣ କରିବା ପାଇଁ ମନା କରିଦେଲେ
Synonyms : ମାଲିକ
Translation in other languages :
(law) someone who owns (is legal possessor of) a business.
He is the owner of a chain of restaurants.