Meaning : ଅନୁକୂଳ କରିବା ବା ତିଆରି କରିବା କ୍ରିୟା ବା ଭାବ
Example :
ପରିସ୍ଥିତି ଅନୁସାରେ ଜୀବଜନ୍ତୁଙ୍କର ଅନୁକୂଳନ କ୍ଷମତା ଆସିଯାଏ
Translation in other languages :
सजीवों का पर्यावरण के बदलाव के अनुसार स्वयं को उसके अनुकूल करने या बनाने की क्रिया या भाव।
परिस्थिति के अनुसार जीव-जंतुओं में अनुकूलन की क्षमता आ जाती है।The process of adapting to something (such as environmental conditions).
adaptation, adaption, adjustmentMeaning : ନିଜର ଅଧିକାରକୁ ନେଇ କିମ୍ବା ନିଜେ ଦେଖା ଚାହାଁ କରି କାର୍ଯ୍ୟ, ବେପାର ଇତ୍ୟାଦି ଚଳେଇବାର କ୍ରିୟା ବା ଅବସ୍ଥା
Example :
ନିଜ ବାପାଙ୍କ ବେପାର ଉପରେ ଏବେ ରାମର ହିଁ ନିୟନ୍ତ୍ରଣ ଅଛି
Translation in other languages :
The activity of managing or exerting control over something.
The control of the mob by the police was admirable.Meaning : ଯେଉଁ କାର୍ଯ୍ୟ କାହାରିକୁ ରୋକିବା ବା ନିୟନ୍ତ୍ରଣରେ ରଖିବା ପାଇଁ କରାଯାଏ
Example :
ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ
Synonyms : ଅଙ୍କୁଶ
Translation in other languages :
The act of keeping something within specified bounds (by force if necessary).
The restriction of the infection to a focal area.Meaning : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା
Example :
ମା ସକାଳୁ ଗୁମ୍ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ
Synonyms : ଗୁମ୍, ଜବତ, ଦମନ, ନିସ୍ତବ୍ଧତା
Translation in other languages :