Subscribe
URL of the page has been copied to clipboard.
Meaning : ଯାହା ନିହିତ ବା ଅନ୍ତର୍ଗତ
Example : ଏହି କବିତାରେ ଭଲ ବିଚାର ସମାବିଷ୍ଟ ହୋଇଛି
Synonyms : ଅଙ୍ଗିଭୁତ, ଅନ୍ତର୍ଗତ, ସନ୍ନିବିଷ୍ଟ, ସମାବିଷ୍ଟ
Translation in other languages :हिन्दी English
जिसका समावेश हो चुका हो या कर दिया गया हो।
Formed or united into a whole.
Meaning : କେଉଁଠି ବା କାହାରି ଭିତରେ ରଖାଯାଇଥିବା, ପଡ଼ିଥିବା, ବା ଲୁଚି ରହିଥିବା
Example : ଏହି କବିତାରେ ନିହିତ ଭାବାର୍ଥକୁ ସ୍ପଷ୍ଟ କର
Translation in other languages :हिन्दी
कहीं या किसी के अंदर रखा, पड़ा या छिपा हुआ।
Install App