Meaning : ପଥର ମୂର୍ତ୍ତି କାରିଗରଙ୍କର ଏକ ନିହାଣ
Example :
ପଥର ମୂର୍ତ୍ତି କାରିଗର ନିହାଣରେ ପଥରରେ କମକୂଟ କରୁଛନ୍ତି
Translation in other languages :
Meaning : ଗୋଟିଏ ଉପକରଣ
Example :
ନିହାଣରେ ପଥର କାମ କରାଯାଏ
Translation in other languages :
Meaning : ବଢ଼େଇର ଯେଉଁ ଉପକରଣ ପେଚକସ୍ ଏବଂ ନିହାଣ ଭଳି ହୋଇଥାଏ
Example :
ନିହାଣ ରାମ୍ପିବା କାମରେ ଆସେ
Translation in other languages :
Meaning : ଏକ ପ୍ରକାରର ନିହାଣ
Example :
ମଜୁରିଆ ନିହାଣରେ ପଥର ଭାଙ୍ଗୁଛି
Translation in other languages :
Meaning : ବଢ଼େଇମାନଙ୍କର ଏକ ହତିଆର
Example :
ବଢ଼େଇ ନିହାଣ ସାହାଯ୍ୟରେ ଚଉକାଠ ଉପରେ କମକୂଟ କରୁଛି
Translation in other languages :