Meaning : କୌଣସି ପାପରୁ ମୁକ୍ତିପାଇବାପାଇଁ କରାଯାଉଥିବା ଧାର୍ମିକ ଉପଚାର
Example :
ହିନ୍ଦୁମାନେ ପାପର ପ୍ରାୟଶ୍ଚିତ କରିବାପାଇଁ ଦାନ, ଧର୍ମ, ଓ ତୀର୍ଥ କରନ୍ତି
Synonyms : ନିଷ୍କୃତି, ପ୍ରାୟଶ୍ଚିତ
Translation in other languages :
कोई पाप करने पर उसके दोष से मुक्त होने के लिए किया जानेवाला कोई धार्मिक या अच्छा काम।
हिंदूलोग अपने पापों का प्रायश्चित करने के लिए तीर्थ,दान आदि करते हैं।The act of atoning for sin or wrongdoing (especially appeasing a deity).
atonement, expiation, propitiationMeaning : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା
Example :
ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ
Translation in other languages :
Deliberately avoiding. Keeping away from or preventing from happening.
avoidance, dodging, shunning, turning awayMeaning : ମୁକ୍ତି ପାଇବାର କ୍ରିୟା
Example :
ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ
Synonyms : ଉଦ୍ଧାର, ମୁକ୍ତି, ମୋକ୍ଷ
Translation in other languages :
Recovery or preservation from loss or danger.
Work is the deliverance of mankind.Meaning : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
Example :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
Synonyms : ଉଦ୍ଧାର, ତାରଣ, ମୁକ୍ତି, ରକ୍ଷା
Translation in other languages :
Recovery or preservation from loss or danger.
Work is the deliverance of mankind.