Meaning : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
Example :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
Synonyms : କଠୋରତା, କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନୃଶଂସତା, ହୃଦୟହୀନତା
Translation in other languages :
Meaning : ଶୀଳ, ସଙ୍କୋଚ ଆଦିର ବିଚାରରେ ଦିଆଯାଉଥିବା ଧ୍ୟାନ
Example :
କାମ ବିଗିଡି ଯିବାରୁ ସେ ଦୟାହୀନ ଭାବ ଛାଡି ସମସ୍ତଙ୍କୁ ବାହାର କରିଦେଲା
Synonyms : କଠୋର ଆଚରଣ, ଦୟାହୀନ ଭାବ, ନିର୍ଦୟତା
Translation in other languages :
Paying particular notice (as to children or helpless people).
His attentiveness to her wishes.