Meaning : ଯାହା ଇସଲାମ୍ ଧର୍ମଶାସ୍ତ୍ରରେ ବର୍ଜିତ ବା ତ୍ୟଜ୍ୟ
Example :
ଇସଲାମ୍ ଧର୍ମରେ ଘୁଷୁରି ମାଂସ ଖାଇବା ନିଷିଦ୍ଧ
Synonyms : ବାସନ୍ଦ
Translation in other languages :
Meaning : ଯାହାକୁ ନିଷେଧ କରାଯାଇଛି
Example :
ଆପଣ ନିଷିଦ୍ଧ କାର୍ଯ୍ୟ ହିଁ କାହିଁକି କରନ୍ତି
Synonyms : ବର୍ଜିତ, ମନା କରାଯାଇଥିବା
Translation in other languages :
जिसका निषेध किया गया हो।
आप निषिद्ध कार्य ही क्यों करते हैं।Excluded from use or mention.
Forbidden fruit.