Meaning : ଯେ ସମ୍ବେଦନା ହରଣ କରିଥାଏ
Example :
ଅସ୍ତ୍ର ଚିକିତ୍ସା ପୂର୍ବରୁ ରୋଗୀକୁ ନିଶ୍ଚେତକ ଔଷଧ ଦିଆଯାଏ
Synonyms : ସମ୍ବେଦନହାରୀ
Translation in other languages :
जो संवेदना का हरण करता हो।
शल्य चिकित्सा से पूर्व रोगी को संवेदनहारी औषध दी गई।