Meaning : ନିର୍ଦ୍ଧାରିତ କରିବା
Example :
ଭେଟିବାପାଇଁ ସମୟ ସ୍ଥିର କରନ୍ତୁ
Synonyms : ଥୟ କରିବା, ନିର୍ଣ୍ଣୟ କରିବା, ନିର୍ଦ୍ଧାରଣ କରିବା, ନିର୍ଦ୍ଧାରିତ କରିବା, ସ୍ଥିର କରିବା
Translation in other languages :
* निर्धारित करना।
मिलने का समय निर्धारित करें।Meaning : (ରାସ୍ତା) ନିର୍ଣ୍ଣୟ କରିବା
Example :
କଥାବାର୍ତ୍ତା ହୋଇ ଆମେ ବାଟ ଥୟକଲୁ
Synonyms : ଥୟକରିବା, ନିର୍ଦ୍ଦିଷ୍ଟ କରିବା, ସ୍ଥିରକରିବା
Translation in other languages :
Travel across or pass over.
The caravan covered almost 100 miles each day.