Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ନିଶୁଣି from ଓଡ଼ିଆ dictionary with examples, synonyms and antonyms.

ନିଶୁଣି   ବିଶେଷ୍ୟ

Meaning : ଉପରକୁ ଚଢ଼ିବା ବା ଓହ୍ଲାଇବା ପାଇଁ ସ୍ଥାୟୀ ରୁପରେ ତିଆରି ହୋଇଥିବା ସେହି ସ୍ଥାନ ଯାହା ଉପରେ ଗୋଟିଏ ପରେ ଗୋଟିଏ ପାଦ ରଖିବାର ସୁବିଧା ରହିଥାଏ

Example : ମୋ ଘରର ଶିଢ଼ି ଚକ୍ରାକାର ଶିଢ଼ିରେ ତା ପାଦ ଖସିଗଲା ଓ ସେ ତଳେ ପଡ଼ିଗଲା

Synonyms : ଶିଡ଼ି, ଶିଢ଼ି


Translation in other languages :

ऊपर चढ़ने या उतरने के लिए स्थिर रूप से बनाया गया वह स्थान जिस पर एक के बाद एक पैर रखने का स्थान होता है।

मेरे घर की सीढ़ियाँ घुमावदार है।
सीढ़ी पर से पैर फिसला और वह नीचे गिर पड़ी।
अधिरोहिणी, अधिश्रयणी, ज़ीना, जीना, सीढ़ी

A way of access (upward and downward) consisting of a set of steps.

staircase, stairway

Meaning : ଗୋଟିଏ ପରେ ଗୋଟିଏ ପାଦ ରଖିବାପାଇଁ ସ୍ଥାନ ଥାଇ ଉଚ୍ଚ ସ୍ଥାନକୁ ଚଢ଼ିବା ବା ଓହ୍ଲାଇବା ନିମନ୍ତେ ଏକ ଉପକରଣ

Example : ପକ୍କା ଘରର ଛାତ ଉପରକୁ ଚଢ଼ିବା ପାଇଁ ଶିଢ଼ି ତିଆରି ହେଉଛି

Synonyms : ଶିଡ଼ି, ଶିଢ଼ି