Meaning : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
Example :
ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
Synonyms : ନିଶାଖୋର
Translation in other languages :
Compulsively or physiologically dependent on something habit-forming.
She is addicted to chocolate.