Meaning : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ
Example :
ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ
Synonyms : ନିଶାସକ୍ତ
Translation in other languages :
Meaning : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
Example :
ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
Synonyms : ନିଶାବାଜ
Translation in other languages :
Compulsively or physiologically dependent on something habit-forming.
She is addicted to chocolate.