Subscribe
URL of the page has been copied to clipboard.
Meaning : ନିଡ଼ର ବା ଭୟହୀନ ହେବାର ଅବସ୍ଥା ବା ଭାବ
Example : ବନ୍ଦୀ ପୁରୁ ନିର୍ଭୀକଭାବରେ ଆଲେକ୍ଜାଣ୍ଡରଙ୍କୁ ଜବାବ ଦେଲେ
Synonyms : ଅଭୀତି, ନିର୍ଭୀକ, ନିର୍ଭୀକତା, ନିର୍ଭୟତା, ନିଡ଼ରତା, ଭୟହୀନତା
Translation in other languages :हिन्दी English
निडर या भयहीन होने की अवस्था या भाव।
Feeling no fear.
Install App