Meaning : ବୃତ୍ତି ବା ଜୀବିକାର ଅଭାବ
Example :
ବେଳେବେଳେ ନିର୍ବୃତ୍ତି ହିଁ ମନୁଷ୍ୟକୁ ପତନ ଆଡକୁ ଟାଣି ନେଇଥାଏ
Synonyms : ଜୀବିକାଶୂନ୍ୟ
Translation in other languages :
The state of being unemployed or not having a job.
Unemployment is a serious social evil.