Meaning : ଭାବୀବରର ମଥାରେ ଟୀକା ଲଗାଇ ତାଙ୍କୁ କିଛି ଦିଆଯିବାଭଳି ବିବାହ ପକ୍କାକରିବାର ଏକ ରୀତି
Example :
ଆଜି ମୋ ସାଙ୍ଗର ନିର୍ବନ୍ଧ
Synonyms : ଫଳଦାନ
Translation in other languages :
Meaning : ହିନ୍ଦୁମାନଙ୍କର ବିବାହ ସମ୍ବନ୍ଧ ସ୍ଥିର କରିବାର ଏକ ପ୍ରଥା
Example :
ତାଙ୍କ ଭଉଣୀଙ୍କର ନିର୍ବନ୍ଧ ସରିଗଲା
Translation in other languages :