Meaning : ଯାହା ନିର୍ଦ୍ଦେଶ କରାଯାଇଛି
Example :
ନିର୍ଦ୍ଦେଶିତ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ନିମନ୍ତେ ଆମକୁ ପାଦରେ ଚାଲିବାକୁ ହେବଏହି ନକ୍ସାରେ ତୀର୍ଥ ସ୍ଥାନ ଗୁଡିକ ଗୋଲ୍ ଚିହ୍ନଦ୍ୱାରା ନିର୍ଦ୍ଦେଶିତ ହୋଇଛି
Synonyms : ନିର୍ଦେଶିତ
Translation in other languages :