Meaning : ନିର୍ଦ୍ଦେଶ କରିବାର ପ୍ରକ୍ରିୟା ବା ଭାବ
Example :
ଏହି କାମ ମେଜର ଚୋପଡ଼ାଙ୍କ ନିର୍ଦ୍ଦେଶରେ ହେଉଛି
Synonyms : ନିର୍ଦ୍ଦେଶନା
Translation in other languages :
Meaning : ଏଭଳି ଅନୁରୋଧ ବା ଆଦେଶ ଯାହାର ପାଳନ ପାଇଁ ବାରମ୍ବାର କୁହାଯାଇଛି
Example :
ମାଲିକ ଚାକରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବଳଦମାନଙ୍କୁ ଖାଲି କୁଟାନଡ଼ା ଖୁଆଯାଉ
Synonyms : ତାଗିଦା
Translation in other languages :
Meaning : (ବଡ଼ର ଛୋଟକୁ) ଅମୁକ କାର୍ଯ୍ୟ ଏଭଳି ହେବା ଆବଶ୍ୟକ ବୋଲି ବତାଇବା କ୍ରିୟା
Example :
ସେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ସଫଳ ହେଲା
Synonyms : ଅନୁଦେଶ
Translation in other languages :
A message describing how something is to be done.
He gave directions faster than she could follow them.