Subscribe
URL of the page has been copied to clipboard.
Meaning : ଯେଉଁଥିରେ କିଛି ଭଲ ନାହିଁ
Example : ମୋତେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣରୂପେ ନିର୍ଗୁଣ ବ୍ୟକ୍ତି ମିଳି ନାହାନ୍ତି
Synonyms : ଅଗୁଣ, ଗୁଣରହିତ, ଗୁଣଶୂନ୍ୟ
Translation in other languages :हिन्दी
जिसमें कोई अच्छाई न हो।
Meaning : ରଜ, ସତ୍ତ୍ୱ ଓ ତମ ତିନି ଗୁଣରୁ ଉର୍ଦ୍ଧ୍ୱରେ
Example : ମୁଁ ନିର୍ଗୁଣ ବ୍ରହ୍ମଙ୍କ ଉପାସକ
Synonyms : ଅଗୁଣ
रज, सत्व और तम तीनो गुणों से परे।
Install App