Meaning : ଯେକୌଣସି ବସ୍ତୁ ବାହାରକୁ ବାହାରୁଥିବାର ମାର୍ଗ
Example :
ନିର୍ଗମନ ନଳା ସଫା କରିବା ଉଚିତ
Synonyms : ନିର୍ଗମନ
Translation in other languages :
Meaning : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
Example :
ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
Synonyms : ନିର୍ଗମନ
Translation in other languages :
Meaning : କୌଣସି ଭବନ,ପ୍ରାସାଦ ଆଦିର ବାହାରକୁ ବାହାରିଥିବା ଭାଗ
Example :
ବାରଣ୍ଡା ଏକ ପ୍ରକାରର ନିଷ୍କାଶ
Synonyms : ନିଷ୍କାଶ, ବହିର୍ଗମନ ପଥ
Translation in other languages :
Any structure that branches out from a central support.
projectionMeaning : ବାହାରିବା ଓ ବାହାରକରିବା ପ୍ରକ୍ରିୟା ବା ଭାବ
Example :
ସହରରେ ଜଳ ନିଷ୍କାସନର ସୁବ୍ୟବସ୍ଥା ହେବା ଉଚିତ
Translation in other languages :
Meaning : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ
Example :
ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ
Synonyms : ନିର୍ଗମନ
Translation in other languages :