Meaning : ଯେଉଁ ମାନସିକ ଅବସ୍ଥାରେ କ୍ଷୋଭ, ଦୁଃଖଆଦି ଦୂର ହୁଏ ବା ମନ ଶାନ୍ତ ରହେ
Example :
ଯୋଗ ହେଉଛି ଶାନ୍ତି ପ୍ରାପ୍ତିର ଏକ କାରଣ
Synonyms : ଶାନ୍ତି
Translation in other languages :
The absence of mental stress or anxiety.
ataraxis, heartsease, peace, peace of mind, peacefulness, repose, serenity