Meaning : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
Example :
ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
Synonyms : ଅନାଶ୍ରିତ, ଆଶ୍ରାହୀନ, ଆଶ୍ରୟହୀନ, ନିରାଶ୍ରୟ
Translation in other languages :
Poor enough to need help from others.
destitute, impoverished, indigent, necessitous, needy, poverty-stricken