Meaning : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
Example :
ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ
Synonyms : ସୁରକ୍ଷିତ
Translation in other languages :
Meaning : ଯେଉଁଥିରେ ଅନର୍ଥର ଆଶଙ୍କା ନ ଥାଏ
Example :
ନିରାପଦ ଭବିଷ୍ୟତର କଳ୍ପନା ଅବଶ୍ୟ କରାଯାଇ ପାରିବ, କିନ୍ତୁ ଏହା ଜରୁରି ନୁହେଁ
Translation in other languages :
जिसमें अनर्थ की आशंका न हो।
निरापद भविष्य की कल्पना अवश्य की जा सकती है पर ऐसा ही हो यह ज़रूरी तो नहीं है।Meaning : ଯେଉଁଥିରେ କୌଣସି ପ୍ରକାର ବିପତ୍ତିର ସମ୍ଭାବନା ନ ଥାଏ
Example :
ସେ ନିରାପଦ ଜୀବନ ଜିଇଁଥିଲା
Translation in other languages :
Free from danger or the risk of harm.
A safe trip.