Meaning : କାମରେ ଲଗେଇବା
Example :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
Synonyms : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ଭର୍ତ୍ତି କରିବା, ରଖିବା
Translation in other languages :
काम पर लगाना।
इस काम के लिए उसने सात आदमियों को नियुक्त किया।