Meaning : ଯାହାଙ୍କର କୌଣସି କାର୍ଯ୍ୟ, ସ୍ଥାନ ବା ପଦରେ ନିଯୁକ୍ତି ହୋଇଛି ବା ଯାହାଙ୍କୁ କୌଣସି କାମରେ ଲଗାଯାଇଛି
Example :
ପିଲାମାନଙ୍କ ଦେଖାଶୁଣା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି ଛୁଟିରେ ଅଛି
Translation in other languages :
Meaning : ବେତନ ବା ମଜୁରିରେ କୌଣସି କାମରେ ଲାଗିଥିବା
Example :
ନିଯୁକ୍ତ କର୍ମଚାରୀମାନଙ୍କୁ କେତେ ମାସ ହେଲା ବେତନ ମିଳୁନାହିଁ
Synonyms : ଅଧିନିଯୁକ୍ତ, ନିୟୋଜିତ
Translation in other languages :
वेतन या मज़दूरी पर किसी काम में लगा हुआ।
अधियुक्त कर्मचारियों को कई महीने से वेतन नहीं मिला है।