Meaning : କୌଣସି ବସ୍ତୁର ତଳ ଅଂଶ
Example :
ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
Translation in other languages :
Meaning : ଯାହାର ତଳ ଠାରୁ ତା ଆଖପାଖର ତଳ ଉଚ୍ଚ ହୋଇଥାଏ ବା ଯାହା କିଛି ନିମ୍ନରେ ବା ଗହୀରରେ ହୋଇଥାଏ
Example :
ନନ୍ଦା ଦେବୀ ଏଭରେଷ୍ଟ ଅପେକ୍ଷା ନୀଚା ଶିଖର
Translation in other languages :
Of relatively low or level country.
lowlandMeaning : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
Example :
ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
Translation in other languages :
Of low or inferior quality.
inferior