Meaning : ପଲକ ପକାଇବାର ପ୍ରକ୍ରିୟା
Example :
ଏକ ନିମିଷ ମଧ୍ୟରେ ଦୁନିଆଁ ଓଲଟ ପାଲଟ ହୋଇପାରେ
Translation in other languages :
Meaning : କାଳ ବା ସମୟର ସବୁଠାରୁ ଛୋଟ ମାପ
Example :
ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ
Translation in other languages :