Meaning : କୌଣସି କାମରେ ସମ୍ମିଳିତ ହେବାପାଇଁ କାହାକୁ ଆଦର ପୂର୍ବକ କହିବା କିମ୍ବା ଡକାଇବାର କ୍ରିୟା
Example :
ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି କାମରେ ଭାଗ ନେଲି
Synonyms : ଅଭିମନ୍ତ୍ରଣ
Translation in other languages :
A request (spoken or written) to participate or be present or take part in something.
An invitation to lunch.Meaning : ଶୁଭ ଇତ୍ୟାଦି କାମରେ ସମ୍ମିଳିତ ହେବାପାଇଁ ବନ୍ଧୁବାନ୍ଧବଆଦିଙ୍କୁ ନିଜ ପାଖକୁ ଡକାଇବା କ୍ରିୟା
Example :
ଆଜି ମୋ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ଆସିଛି
Synonyms : ଆମନ୍ତ୍ରଣ
Translation in other languages :
A request (spoken or written) to participate or be present or take part in something.
An invitation to lunch.