Subscribe
URL of the page has been copied to clipboard.
Meaning : ସାଂସାରିକ ସୁଖଭୋଗରେ ପରିପୂର୍ଣ୍ଣତା ଆସିଲେ ତା ପ୍ରତି ଆସକ୍ତି ନରହିବା ଅବସ୍ଥା ବା ଭାବ
Example : ତାହର ସଂସାର ପ୍ରତି ବୈରାଗ୍ୟ ଆସିଯାଇଛି ମନ ଛାଡ଼ିଯାଇଛି
Synonyms : ଉଚ୍ଚାଟ, ଉଦାସୀନତା, ବିରାଗ, ବୈରାଗ୍ୟ
Translation in other languages :हिन्दी English
सांसारिक सुख-भोगों से मन भर जाने के कारण उनकी ओर प्रवृत्ति न रह जाने की अवस्था या भाव।
Freeing from false belief or illusions.
Meaning : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି
Example : ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି ମୁଁ ନିଜ କାମରୁ ମୁକ୍ତ ହୋଇଗଲି
Synonyms : ବିରତ, ମୁକ୍ତ
Translation in other languages :हिन्दी
जो अपने कार्य या कर्तव्य से मुक्त हो चुका हो।
Meaning : ବାସନା ଏବଂ ମନକୁ ବଶରେ ରଖିବା ବ୍ୟକ୍ତି
Example : ସଂଯତ ବ୍ୟକ୍ତି ହିଁ ଧର୍ମ ସାଧନାର ଚରମତାକୁ ଛୁଇଁ ପାରେ
Synonyms : ନିଗ୍ରହୀ, ନିୟନ୍ତ୍ରିତ, ସଂଯତ, ସଂଯମୀ
वासनाओं और मन को वश में रखने वाला।
Install App