Meaning : ବହୁତ ନିକଟର ବା ବହୁତ ପାଖରେ
Example :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
Synonyms : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ପ୍ରଗାଢ଼
Translation in other languages :
Marked by close acquaintance, association, or familiarity.
Intimate friend.Meaning : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
Example :
ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
Translation in other languages :
Meaning : ଯାହା ଭାଙ୍ଗେନାହିଁ
Example :
ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଅଛି
Synonyms : ଅତୁଟ
Translation in other languages :
Not easily destroyed.
indestructible