Meaning : କୌଣସି ହାନିକାରକ କାର୍ଯ୍ୟ, ଅବସ୍ଥା ଆଦିକୁ ରୋକିବା ପ୍ରକ୍ରିୟା
Example :
ସରକାର କ୍ୟାନସରର ନିବାରଣ ପାଇଁ ପ୍ରୟାସରତ ଅଛନ୍ତିନିୟମିତ ଯୋଗାସନ କଲେ ରୋଗରୁ ଉପଶମ ମିଳେ
Synonyms : ଉପଶମ
Translation in other languages :
The act of preventing.
There was no bar against leaving.Meaning : ହଟାଇବା ବା ଦୂର କରିବାର ପ୍ରକ୍ରିୟା
Example :
ଏହି ଔଷଧ ବାତ, ପିତ୍ତ, ମୁତ୍ରବିକାର ଆଦି ନିବାରଣ କରେ
Translation in other languages :