Meaning : ସଭାର ବୈଠକ, ଶୁଣାଣି ବା ଅନ୍ୟ କୌଣସି କାମକୁ ଅନ୍ୟ ସମୟ ବା ସ୍ଥାନ ନିମନ୍ତେ ଅଟକାଇ ଦେବାର କ୍ରିୟା ବା ଭାବ
Example :
ପରିବାରର ସଦସ୍ୟଙ୍କ ମୃତ୍ୟୁ କାରଣରୁ ବିବାହକୁ ସ୍ଥଗିତ ରଖାଗଲା
Synonyms : ମୁଲତବି, ସାମୟିକ ନିବୃତ୍ତି, ସ୍ଥଗିତ
Translation in other languages :
The act of postponing to another time or place.
adjournmentMeaning : ଫେରିବାର ଅବସ୍ଥା ବା ଭାବ
Example :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
Synonyms : ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟା, ଲେଉଟାଣ, ଲେଉଟାଣି